जौनपुर द्वारा यातायात जागरूकता रैली को हरी झंडी दिखाकर यातायात माह नवम्बर-2026 का किया गया शुभारम्भ-*
जौनपुर द्वारा यातायात जागरूकता रैली को हरी झंडी दिखाकर यातायात माह नवम्बर-2026 का किया गया शुभारम्भ-*
ମାଲକାନଗିରିରେ ରାଜ୍ୟସ୍ତରୀୟ ବଞ୍ଜାରା ମହାସଂଘ ସମ୍ମିଳନୀ ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ଚୟନ ମାଲକାନଗିରି, ୨ ନଭେମ୍ବର ୨୦୨୬।
ମାଲକାନଗିରିରେ ରାଜ୍ୟସ୍ତରୀୟ ବଞ୍ଜାରା ମହାସଂଘ ସମ୍ମିଳନୀ ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ଚୟନ
ମାଲକାନଗିରି, ୨ ନଭେମ୍ବର ୨୦୨୬।
ମାଲକାନଗିରି ଜିଲ୍ଲାରେ ଗତ ୦୧.୧୧.୨୦୨୬ ତାରିଖରେ ରାଜ୍ୟସ୍ତରୀୟ ବଞ୍ଜାରା ମହାସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବଞ୍ଜାରା ସମାଜର ବିଭିନ୍ନ ଜିଲ୍ଲାର ପ୍ରତିନିଧି, ସମାଜସେବୀ ଓ ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସମାଜର ଏକତା ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାଲକାନଗିରି ଆଦିବାସୀ ମହାସଂଘର ସଭାପତି ଶ୍ରୀ ବନ୍ଧୁ ମୁଦୁଲି ଉପସ୍ଥିତ ଥିଲେ।
ସମ୍ମାନିତ ଅତିଥି ଭାବେ ବଲାଙ୍ଗୀରର ସଭାପତି ଶ୍ରୀ ପ୍ରୀତି ନାୟକ, ନୂଆପଡ଼ାର ଶ୍ରୀ ଦୁର୍ଯ୍ୟୋଧନ ନାୟକ, ବରଗଡ଼ର ସଭାପତି ଶ୍ରୀ କ୍ଷୀରସାଗର ନାୟକ, କଳାହାଣ୍ଡିର ସଭାପତି ଶ୍ରୀ ଯଶୋବନ୍ତ ନାୟକ, ନବରଙ୍ଗପୁରର ଶ୍ରୀ ଲଛମନ ନାୟକ, କୋରାପୁଟର ସଭାପତି ଶ୍ରୀ ସୁନ୍ଦର ନାୟକ ଏବଂ ଶ୍ରୀ ଜଗତାନନ୍ଦ ୱାନକଡ଼ଙ୍କ ସମେତ ବିଭିନ୍ନ ଜିଲ୍ଲାର ସମ୍ପାଦକ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
ସମ୍ମିଳନୀରେ ସମସ୍ତଙ୍କ ସର୍ବସମ୍ମତିକ୍ରମେ ନିମ୍ନଲିଖିତ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଥିଲା।
ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା
???? ସଭାପତି: ଶ୍ରୀ ଯଶୋବନ୍ତ ନାୟକ, କଳାହାଣ୍ଡି।
???? କାର୍ଯ୍ୟକାରୀ ସଭାପତି: ଶ୍ରୀ ଜଗତାନନ୍ଦ ୱାଙ୍କଡ଼, ମାଲକାନଗିରି।
???? ସମ୍ପାଦକ: ଶ୍ରୀ କୁଳମଣି ନାୟକ, ବରଗଡ଼।
???? କୋଷାଧ୍ୟକ୍ଷ: ଶ୍ରୀ ଲଛମନ ନାୟକ, ନବରଙ୍ଗପୁର।
ସହ-ସମ୍ପାଦକ
୧. ଶ୍ରୀ ନୟନସିଂହ ନାୟକ, ବଲାଙ୍ଗୀର।
୨. ଶ୍ରୀ ଗିରିଧାରୀ ନାୟକ, ନବରଙ୍ଗପୁର।
୩. ଶ୍ରୀ ଗିରିଧାରୀ ନାୟକ, ନୂଆପଡ଼ା।
ଆଇନ ପରାମର୍ଶଦାତା
ଶ୍ରୀ ନେହେରୁ ନାୟକ, ନୂଆପଡ଼ା।
ଗଣମାଧ୍ୟମ ପ୍ରଭାରୀ
ଶ୍ରୀ ରମେଶ ନାୟକ ଓ ଶ୍ରୀ ଆନନ୍ଦରାମ ନାୟକ, ବରଗଡ଼।
ଉପ-ସଭାପତି
୧. ଶ୍ରୀ ପ୍ରୀତି ନାୟକ, ବଲାଙ୍ଗୀର।
୨. ଶ୍ରୀ ସତ୍ୟାନନ୍ଦ ନାୟକ, ଝାରସୁଗୁଡ଼ା।
୩. ଶ୍ରୀ ଦଶରଥ ନାୟକ, ବରଗଡ଼।
୪. ଶ୍ରୀ କେଶବ ନାୟକ, ନବରଙ୍ଗପୁର।
୫. ଶ୍ରୀ ରାମଚନ୍ଦ୍ର ନାୟକ, କଳାହାଣ୍ଡି।
୬. ଶ୍ରୀ ଲଛିରାମ ଅଜମେରା, ମାଲକାନଗିରି।
୭. ଶ୍ରୀ ଲକ୍ଷ୍ମଣ ନାୟକ, ନୂଆପଡ଼ା।
୮. ଶ୍ରୀ ଏଚ୍. ହରିକା ନାୟକ, କୋରାପୁଟ।
କାର୍ଯ୍ୟକାରୀ କମିଟି
୧. ଶ୍ରୀ ପର୍ଶୁରାମ ନାୟକ, କଳାହାଣ୍ଡି।
୨. ଶ୍ରୀ ମହେଶ୍ୱର ନାୟକ।
୩. ଶ୍ରୀ ମୋତିରାମ ନାୟକ, ନବରଙ୍ଗପୁର।
୪. ଶ୍ରୀ ନନ୍ଦଲାଲ ନାୟକ, ନୂଆପଡ଼ା।
୫. ଶ୍ରୀ ଜୋହନ ନାୟକ, ବରଗଡ଼।
୬. ଶ୍ରୀ ଜଗନ୍ନାଥ ନାୟକ, କୋରାପୁଟ।
୭. ଶ୍ରୀ ଜେଲୁ ନାକାତ, ମାଲକାନଗିରି।
ଉପଦେଷ୍ଟା କମିଟି
୧. ଶ୍ରୀ ଚୈତକୁମାର ନାୟକ।
୨. ଶ୍ରୀ ସାଧୁରାମ ନାୟକ, ବରଗଡ଼।
୩. ଶ୍ରୀ ଦୁର୍ଯ୍ୟୋଧନ ନାୟକ।
୪. ଶ୍ରୀ ବାବୁଲାଲ ନାୟକ, ନୂଆପଡ଼ା।
୫. ଶ୍ରୀ ଘନଶ୍ୟାମ।
୬. ଶ୍ରୀ ମାନସିଂହ ନାୟକ।
୭. ଶ୍ରୀ ବଳସିଂହ ନାୟକ, କଳାହାଣ୍ଡି।
୮. ଶ୍ରୀ ଭାଗିରଥୀ ନାୟକ, ବଲାଙ୍ଗୀର।
୯. ଶ୍ରୀ ବିନୟ କୁମାର ଇସଲାୱତ, ମାଲକାନଗିରି।
୧୦. ଶ୍ରୀ ଦୟାନିଧି ବଞ୍ଜାରା।
୧୧. ଶ୍ରୀ ହଳଧର ବଞ୍ଜାରା, ନବରଙ୍ଗପୁର।
ସଂଚାଳକ
???? ଶ୍ରୀ ଦୁଃଖୀଶ୍ୟାମ ନାୟକ, ନୂଆପଡ଼ା।
???? ଶ୍ରୀ କ୍ଷୀରସାଗର ନାୟକ, ବରଗଡ଼।
ଏହି ସମ୍ମିଳନୀରେ ନୂତନ କର୍ମକର୍ତ୍ତାଙ୍କ ଚୟନ ମାଧ୍ୟମରେ ବଞ୍ଜାରା ମହାସଂଘର ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ଏବଂ ସମାଜର ଏକତା, ସହଯୋଗ ଓ ବିକାଶକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନଙ୍କ ଉପସ୍ଥିତି ଏହି ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ କରିଥିଲା। ନୂତନ କର୍ମକର୍ତ୍ତାମାନେ ସମାଜର ଉନ୍ନତି, ସଂଗଠନର ସମ୍ପ୍ରସାରଣ ଓ ସାମାଜିକ ଏକତା ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରାଯାଇଛି।
ରିପୋର୍ଟ: କାମେଶ୍ୱର ଅଜମେରା
ମାଥିଲି ଓ ମାଲକାନଗିରି ପ୍ରତିନିଧି
ଅବ୍ ତକ୍ ଟିଭି ନ୍ୟୁଜ୍ ଚ୍ୟାନେଲ୍
नवीनतम न्यूज़ अपडेट्स के लिए Facebook, Instagram, Twitter पर हमें फॉलो करें और लेटेस्ट वीडियोज़ के लिए हमारे YouTube चैनल को भी सब्सक्राइब करें।

अब तक टीवी न्यूज़ चैनल
भानु प्रताप दीक्षित अबतक टीवी के ऑफिस में कार्यरत हैं। उन्हें पत्रकारिता में 6 वर्षों से अधिक का अनुभव है। वे सीनियर को-एडिटर के पद पर अपनी जिम्मेदारियाँ निभा रहे हैं।
जौनपुर द्वारा यातायात जागरूकता रैली को हरी झंडी दिखाकर यातायात माह नवम्बर-2026 का किया गया शुभारम्भ-*
चक्रवाती तूफान मुरसु अब पश्चिम-मध्य बंगाल की खाड़ी में एक गंभीर तूफान बन गया है. यह 2 नवंबर की आधी रात से 3 नवंबर की सुबह के बीच आंध्र प्रदेश के दक्षिणी तट पर ओंगोल के पास दस्तक देगा.
अमृतसर नार्थ से AAP MLA कुंवर विजय प्रताप ने अपनी सीट से इस्तीफा दे दिया है. वह कई दिनों से पार्टी से नाराज चल रहे थे. यह AAP के लिए तीसरा बड़ा झटका है, इससे पहले दो अन्य विधायकों ने इस्तीफा दिया था.
Leave a Comment: